ସୀମା ଟପିଲା ନୃଶଂସତା, ମହିଳାଙ୍କୁ ପିଟିବା ପରେ ପ୍ରାଇଭେଟ ପାର୍ଟରେ ଲଙ୍କାଗୁଣ୍ଡ ପକାଇଦେଲେ ପରିବାର ଲୋକ

ନୂଆଦିଲ୍ଲୀ : ସୀମା ଟପିଲା ବର୍ବରତା… ମହିଳାଙ୍କୁ ନୃଶଂସ ଭାବରେ ପିଟିଲେ ପରିବାର ଲୋକେ… ଖାଲି ସେତିକି ନୁହେଁ, ମହିଳାଙ୍କ ପ୍ରାଇଭେଟ ପାର୍ଟରେ ପକାଇଲେ ଲଙ୍କାଗୁଣ୍ଡ । ଜମିଜମା ବିବାଦକୁ ନେଇ ପରିବାର ତଥା ନିଜ ସମ୍ପର୍କୀୟମାନେ ଯେ ଏତେ ନୃଶଂସ ହୋଇପାରନ୍ତି ତାହା ଏଠାରେ ଦେଖିବାକୁ ମଳିଛି । ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ପୀଡ଼ିତା ମହିଳା ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି ଯେ ଯେ ଜମିଜମା ବିବାଦକୁ ନେଇ … Continue reading ସୀମା ଟପିଲା ନୃଶଂସତା, ମହିଳାଙ୍କୁ ପିଟିବା ପରେ ପ୍ରାଇଭେଟ ପାର୍ଟରେ ଲଙ୍କାଗୁଣ୍ଡ ପକାଇଦେଲେ ପରିବାର ଲୋକ