29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଏଟିଏମ କାର୍ଡ ବଦଳ କରି ଲୁଟ; ଜଣେ ଗିରଫ

ଏଟିଏମ କାର୍ଡ ବଦଳ କରି ଲୁଟ; ଜଣେ ଗିରଫ

ଧର୍ମଗଡ: ଏଟିଏମ କାର୍ଡ ବଦଳ କରି ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୁକ୍ତ ଗିରଫ ହୋଇଛି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଂଚଳରୁ ଜୁନାଗଡ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ପ୍ରାୟତଃ ବୟସ୍କ ଓ ଗାଉଁଲି ଲୋକଙ୍କୁ ଟାର୍ଗେଟ କରୁଥିଲା ସେହି ଲୁଟେରା । ଅନଭିଜ୍ଞ ଲୋକଙ୍କୁ ସାହାଯ୍ୟ ବାହାନାରେ ବଦଳ କରିନେଉଥିଲା କାର୍ଡ । ଲୁଟେରାଠାରୁ ୭ଟି ଏଟିଏମ କାର୍ଡ ଓ ୬୭ ହଜାର ଟଙ୍କା ଜବତ ହୋଇଛି । ସିସିଟିଭିରୁ ଠକକୁ ଚିହ୍ନଟ କରି ନବରଙ୍ଗପୁରରୁ ଜୁନାଗଡ ପୋଲିସ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking