ସୋର: ବାହାନଗା ବଜାରରେ ଏସବିଆଇ ଏଟିଏମ୍ ଭାଙ୍ଗି ଲୁଟ୍ ହୋଇଥିବା ସୂଚନା ମିଳିଛି । ରାତିରେ ଦୁବୃର୍ତ୍ତମାନେ ଭାଙ୍ଗି ଟଙ୍କା ଲୁଟି ନେଇଥିବା ଖବର ସାମ୍ନାକୁ ଆସିଛି । ଏଟିଏମ୍ରୁ କେତେ ଟଭ୍କା ଲୁଟ୍ ହୋଇଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇପାରିନାହିଁ । ମୋବାଇଲ ହ୍ୟାକ୍ ହେଲେ କ’ଣ କରିବେ ଆସନ୍ତୁ ଜାଣିବା…..
Copy and paste this URL into your WordPress site to embed
Copy and paste this code into your site to embed