ଅଦାଲତରେ ମାନିଲା ଆଷ୍ଟ୍ରାଜେନେକା: ଘାତକ ହେଉଛି କୋଭିଡ୍ ଟିକା

ନୂଆଦିଲ୍ଲୀ: ଆଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକା ଯେଉଁମାନେ ନେଇଛନ୍ତି ସେମାନଙ୍କ ଠାରେ ବିରଳ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇପାରେ। ଉକ୍ତ କମ୍ପାନି ପ୍ରଥମ ଥର ପାଇଁ ବ୍ରିଟେନର ଏକ କୋର୍ଟ ସତ୍ୟପାଠ ଦାଖଲ କରି ଏହା ସ୍ବୀକାର କରିଛି। କଂପାନିର ସ୍ବୀକାରୋକ୍ତି ପରେ ଟିକା ନେଇଥିବା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ବିକଶିତ ଟିକା ବିଶ୍ବରେ କୋଭିସିଲ୍‌ଡ ଏବଂ ଭାକ୍ସଜେଭରିଆ ଆଦି ବ୍ରାଣ୍ଡ୍‌ ନାମରେ ବିକ୍ରି ହୋଇଥିଲା। ଭାରତରେ ପୁନେସ୍ଥିତ ସିରମ୍ … Continue reading ଅଦାଲତରେ ମାନିଲା ଆଷ୍ଟ୍ରାଜେନେକା: ଘାତକ ହେଉଛି କୋଭିଡ୍ ଟିକା