26.1 C
Bhubaneswar
Friday, March 29, 2024
Homeଓଡିଶାମା ବିରଜା ଙ୍କ ମହାଷ୍ଟମୀ ପୂଜା

ମା ବିରଜା ଙ୍କ ମହାଷ୍ଟମୀ ପୂଜା

ଯାଜପୁର: ଆଜି ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ମହାସାନ୍ନ, ବଡ଼ସିଂହାର ବେଶ, ଷୋଡଶ ଉପଚାର ପୂଜା ଚଣ୍ଡୀ ପାଠ, ବିଭିନ୍ନ ଉପଚାର ପୂଜା କରାଯାଇଛି । ଵିଧି ଅନୁସାରେ ପୂଜା କରାଯାଇଛି । ମା ଙ୍କର ବଡ଼ସିଂହାର ବେଶ ଅତି ସୁନ୍ଦର ହୋଇଛି । କର୍ପୁର ଆଳତି ଦେଖିଲେ ମନ ଛାଡିବ ନାହଁ । କିନ୍ତୁ ଭକ୍ତ ମାନେ କୋଭିଡ କଟକଣା ଯୋଗୁ ମା ଦର୍ଶନ ରୁ ବଂଚିତ ହୋଇଥିବାରୁ ସମସ୍ତ ମନରେ ଆନଂଦ ଉଲ୍ଲାସ ନାହିଁ । ମହା ଅଷ୍ଟମୀରେ ହଜାର ହଜାର ଶ୍ରଦ୍ଧାଳୁ ମା ଙ୍କୁ ଦର୍ଶନ କରିଥାନ୍ତି, ମହା ଅଷ୍ଟମୀ ବ୍ରତ ପାଳନ କରିଥାନ୍ତି । କରୋନା ମହାମାରି ବାଧକ ସାଜିଲା । ସେବାୟତ ମାନଙ୍କ ଦ୍ୱରା ମା ଙ୍କର ଶାରଦୀୟ ପୂଜା ଓ ରଥଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking