27.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ତାଳଚେର: ତାଳଚେରର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ। ଭିଜିଲାନ୍ସ ବିଭାଗ ଦ୍ୱାରା ଏକା ସାଙ୍ଗରେ ଛଅ ଛଅଟି ସ୍ଥାନରେ ଚଢାଉ ଚାଲିଛି।ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା ତାଙ୍କ ନାଆରେ।ଚନ୍ଦ୍ରମଣି ସାହୁଙ୍କ ତାଳଚେର ସ୍ଥିତ ଅଫିସ ଢେଙ୍କାନାଳ ସହରର ଟାଉନପ୍ଲାନିଙ୍ଗ ସ୍ଥିତ ବାସଭବନ,ଷ୍ଟେସନ ବଜାର ସ୍ଥିତ ଘର,ମହାବିର ବଜାରରେ ଥିବା ଶଶୁର ଘର ପିଙ୍ଗୁଆ ଖଣ୍ଡବନ୍ଧ ନିକଟରେ ଥିବା ପୈତୃକ ଘର,ଏବଂ ଭୁବନେଶ୍ୱର ଟଙ୍କପାଣି ସ୍ଥିତ ଫ୍ଲାଟରେ ଏକା ସାଙ୍ଗରେ ଚଢାଉ ଚାଲିଛି।ଭିଜିଲାନ୍ସର କଟକ ଭିଜିଲାନ୍ସ ଶାଖା ତରଫରୁ ଆଜି ସକାଳୁ ଏକା ସମୟରେ ଛଅଟି ସ୍ଥାନରେ ଚଢାଉ ଆରମ୍ଭ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking