27.1 C
Bhubaneswar
Thursday, April 25, 2024
Homeଓଡିଶାଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି

ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି

ଭୁବନେଶ୍ୱର : ଗତକାଲି ଠାରୁ ଆରମ୍ଭ ହୋଇଥିବା ବିଧାନସଭା ବଜେଟ ଅଧିବେଶନରେ ଆଜି ହଟ୍ଟଗୋଳ ହୋଇଥିବା ଜଣାପଡିଛି । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟଗୋଳ ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି ବିରୋଧୀଙ୍କ ହଟ୍ଟଗୋଳ ହୋଇଛି । ହଟ୍ଟଗୋଳକୁ ନେଇ ଦିନ ୧୧ଟା ୩୦ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ରଖିଛନ୍ତି ।
https://onakhabar.com/2020/02/14/odisha-assembly-budget/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking