ଭୁବନେଶ୍ୱର: ରେଭେନ୍ସା ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେବା ପରେ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ତେବେ ଏହାର ତାତି ଏବେ ବିଧାନସଭାରେ ଦେଖିବାକୁ ମିଳିଛି । ଗତକାଲି ରେଭେନ୍ସା ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିବାବେଳେ ଆଜି ଏହି ପ୍ରସଙ୍ଗକୁ ନେଇ ବିଜେଡି ପ୍ରବଳ ହଟ୍ଟଗୋଳ କରିଛି । ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଆସି ନାରାବାଜି କରିଛନ୍ତି । ଫଳରେ ବାଚସ୍ପତି ସୁରମା … Continue reading ବିଧାନସଭା ମୁଲତବୀ
Copy and paste this URL into your WordPress site to embed
Copy and paste this code into your site to embed