ଆସନ୍ତା ସପ୍ତାହରେ ଏଏସ୍‌ଓ ଶୁଣାଣି

ଭୁବନେଶ୍ୱର: ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚୟନ ଅନିୟମିତତା ମାମଲା । ଶୁଣାଣି ଘୁଂଚିଲା ଆସନ୍ତା ସପ୍ତାହରେ ହାଇକୋର୍ଟ ଡିଭିଜନ ବେଂଚରେ ଶୁଣାଣି ହୋଇଥିବା ସୂଚନା ରହିଛି ।ସୂଚନା ଯୋଗ୍ୟ ଯେ, ଏଏସ୍‌ଓ ପରୀକ୍ଷା ଅନିୟମିତତା ନେଇ ପୂର୍ବରୁ ଅନେକ ମାମଲା ହାଇକୋର୍ଟରେ କରାଯାଇଥିଲା । ପୂର୍ବ ଲିଖିତ ପରୀକ୍ଷାର ମେରିଟ ଲିଷ୍ଟ ଖାରଜ କରି ସାନି ମେରିଟ ଲିଷ୍ଟ ପ୍ରକାଶ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ପୂର୍ବ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ରୁକ୍‌ସାନାରା … Continue reading ଆସନ୍ତା ସପ୍ତାହରେ ଏଏସ୍‌ଓ ଶୁଣାଣି