ଭାରତକୁ ଆକ୍ରମଣ ଧମକ ଦେଲେ ଅସୀମ ମୁନୀର
ନୂଆଦିଲ୍ଲୀ: ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକାରୁ ଭାରତକୁ ଧମକ ଦେଇଛନ୍ତି। ମୁନିର କହିଛନ୍ତି ଯେ ଯଦି ଭବିଷ୍ୟତରେ ଭାରତ ସହିତ ଯୁଦ୍ଧ ହୁଏ ଏବଂ ଏଥିରେ ପାକିସ୍ତାନର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି ହୁଏ, ତେବେ ସମଗ୍ର ଅଞ୍ଚଳ ପରମାଣୁ ଆକ୍ରମଣରେ ଧ୍ୱଂସ ହୋଇଯିବ। ଆପଣଙ୍କୁ କହି ରଖୁଛୁ ଯେ ପ୍ରଥମ ଥର ପାଇଁ କୌଣସି ଦେଶର ସେନା ମୁଖ୍ୟ ଆମେରିକାରୁ କୌଣସି ତୃତୀୟ ଦେଶ ବିରୁଦ୍ଧରେ ପରମାଣୁ ଧମକ ଦେଇଛନ୍ତି। … Continue reading ଭାରତକୁ ଆକ୍ରମଣ ଧମକ ଦେଲେ ଅସୀମ ମୁନୀର
Copy and paste this URL into your WordPress site to embed
Copy and paste this code into your site to embed