ଏଏସଆଇ, ହୋମଗାର୍ଡଙ୍କୁ ଧରିଲା ଭିଜିଲାନ୍ସ

ସୋର: ଭିଜିଲାନ୍ସ ହାତରେ ଖନ୍ତାପଡା ଥାନା ଏଏସଆଇ ଓ ହୋମଗାର୍ଡ । ଏଏସଆଇ ରତିକାନ୍ତ ଦାସ ଓ ହେମଗାର୍ଡ ଶିଶୁକାନ୍ତ ମହାପାତ୍ର ଧରାପଡିଲେ । ୨୦ ହଜାର ଲାଞ୍ଚ ନେବା ବେଳେ ଉଭୟଙ୍କୁ ଧରିଲା ଭିଜିଲାନ୍ସ । ଜବତ ହୋଇଥିବା ଗାଡିକୁ ରିଲିଜ କାରବାକୁ ଲାଞ୍ଚ ନେଉଥିଲେ । ନଡ୍ଡାଙ୍କ ଦୃଷ୍ଟିକୁ ଆଣିଲେ ସସ୍ମିତ