30.1 C
Bhubaneswar
Wednesday, April 24, 2024
Homeଓଡିଶାବଳଙ୍ଗା ଥାନା ଏଏସଆଇ ଚାକିରିରୁ ନିଲମ୍ବିତ

ବଳଙ୍ଗା ଥାନା ଏଏସଆଇ ଚାକିରିରୁ ନିଲମ୍ବିତ

ପୁରୀ: ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାଶ ଚାକିରିରୁ ନିଲମ୍ବିତ ହୋଇଛନ୍ତି | ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ସେ ନିଲମ୍ବିତ ହୋଇଛନ୍ତି । ଏନେଇ ଅତିରିକ୍ତ ଏସ୍‌ପି ଅରୁଣ ଜେନାଙ୍କ ସୂଚନା । ଅନ୍ୟପଟରେ ଦୁଷ୍କର୍ମ ହୋଇନାହିଁ ବୋଲି ପୁରୀ ଏସ୍‌ପି ସୂଚନା ଦେଇଛନ୍ତି | ପୁରୀ ଏସ୍‌ପି ଉମାଶଙ୍କର ଦାସ ଦେଇଥିବା ବୟାନ ଅନୁଯାୟୀ, ଆଜି ମାଜିଷ୍ଟ୍ରେଟଙ୍କ ଆଗରେ ମହିଳାଙ୍କ ବୟାନ ରେକର୍ଡ କରାଯାଇଥିଲା । ହେଲେ ବୟାନ ରେକର୍ଡ ବେଳେ ମହିଳାଜଣକ ଦୁଷ୍କର୍ମ ଅଭିଯୋଗ କରିନାହାନ୍ତି। ମହିଳା ଜଣକ ଦୁଷ୍କର୍ମ ନେଇ ଅଭିଯୋଗ କରିବା ପରେ ଅଭିଯୁକ୍ତ ଏଏସଆଇଙ୍କୁ ଗତକାଲି ଗିରଫ ପରେ କୋର୍ଟଚାଲାଣ କରାଯାଇଥିଲା । କିନ୍ତୁ ଗତକାଲି ପୀଡିତା ଜଣକ ଡାକ୍ତରୀ ମାଇନା କରିବାକୁ ମନାକରି ଦେଇଥିଲେ ।
https://onakhabar.com/2020/01/04/rape-a-women-forester-clark-arrest/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking