ଭିଜିଲାନ୍ସ ଜାଲରେ ଏଏସଆଇ

ଜୟପୁର : ଲାଞ୍ଚ ନେଇ ଧରାପଡିଲେ ଟାଉନ ଥାନା ଏଏସଆଇ । ଏଏସଆଇ ଅନିଲ ନାୟକଙ୍କୁ ଧରିଲା ଭିଜିଲାନ୍ସ ଟିମ୍ । ୫ ହଜାର ଟଙ୍କା ନେଲା ବେଳେ ଧରାପଡିଲେ । ରାୟଗଡାରେ ସିଏଫଏସଏଲ ଟିମ୍‌