27.1 C
Bhubaneswar
Thursday, April 25, 2024
Homeଅପରାଧକୋଭିଡ ନମ୍ବରରୁ ଧମକ ଦେଇ ମହିଳା ଥାନାରେ ଏଏସଆଇ ଅଟକ

କୋଭିଡ ନମ୍ବରରୁ ଧମକ ଦେଇ ମହିଳା ଥାନାରେ ଏଏସଆଇ ଅଟକ

ଭୁବନେଶ୍ୱର : କୋଭିଡ ନମ୍ବରରୁ ଧମକ ଦେଲେ ଏଏସଆଇ । ମହିଳାଙ୍କୁ ଧମକ ଦେବା ନେଇ ପୋଲିସ ଏଏସଆଇଙ୍କ ନାଁରେ ମାମଲା ରୁଜୁ ହୋଇଛି । ଫେସବୁକ ପ୍ରେମରୁ ମହିଳାଙ୍କୁ ଏସିଡ ମାଡ ଧମକ ଦେଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ଜାରି କରିଥିବା କୋଭିଡ ନମ୍ବରରୁ ଏଏସଆଇ ଧମକ ଦେଇଥିଲେ ବୋଲି ସୂଚନା ରହିଛି । ତେବେ ଏଏସଆଇ ଜଣକ ତାଙ୍କୁ ଓ ତାଙ୍କ ପରିବାରକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ସେ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯାଗ କରିଛନ୍ତି । ବର୍ତ୍ତମାନ ଅଭିଯୋଗ ପରେ ଏଏସଆଇ ସୁବ୍ରତ ଜ୍ଞାନରଂଜନ ମହିଳା ଥାନାରେ ଅଟକ ରହିଥିବା ସୂଚନା ମିଳିଛି ।
https://onakhabar.com/2020/06/15/6-year-old-feamle-from-arunodaya-nagar-cuttack/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking