ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ନୀତି

ପୁରୀ: ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଅଶୋକଷ୍ଟମୀ ନୀତି ପାଳିତ ହୋଇଥାଏ। ଏହି ଦିନ ସକାଳ ଧୂପ ବଢ଼ିବା ପରେ ଭଣ୍ଡାର ଘରୁ ଶ୍ରୀ ଲୋକନାଥ ଦେବଙ୍କୁ ମହାଜନ ସେବକ ହାତରେ ବିଜେ କରାଇ ମୁକ୍ତି ମଣ୍ଡପ ନିକଟରେ ଥିବା ପାଲିଙ୍କି ରେ ବିଜେ କରାଇଥାନ୍ତି। ପରେ ଘଣ୍ଟ , ଛତ୍ର, କାହାଳି ରେ ବିମାନ ବଡୁ ସେବକ ଉକ୍ତ ବିମାନ ଟିକୁ ଶ୍ରୀ ଇଶାନେଶ୍ୱରଙ୍କ ମନ୍ଦିରକୁ ନେଇକି ଯାଇଥାନ୍ତି। ପାଳିଆ ଖୁଣ୍ଟିଆ ଖଣ୍ଡେ … Continue reading ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ନୀତି