29.1 C
Bhubaneswar
Friday, April 26, 2024
Homeଓଡିଶାଆଶାସାଥି ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ଆଶାସାଥି ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ଯାଜପୁର: ଆଶା ସାଥୀ ମାନଙ୍କର ବିଭିନ୍ନ ସମସ୍ୟା ର ସମାଧାନ ଦାବୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଧେଶ୍ୟରେ ଯାଜପୁର ଜିଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଓଡିଶା ରାଜ୍ୟ ଆଶା ସାଥୀ ସଂଘ ପକ୍ଷରୁ ଏକ ପ୍ରତିିନିଧି ଦଳ ଆଶା ସାଥୀ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ,କେନ୍ଦ୍ରସରକାର ଘୋଷଣା ମୁତାବକ ମାସିକ ୬୦୦୦ ଟଙ୍କା ଦରମା ,ୟୁନିପଂର୍ମ ପ୍ରଦାନ,ଜୀବନବିମା ରାଶି ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରିଥିଲେ । ପୂର୍ବରୁ ଏ ନେଇ ବାରମ୍ବାର ସଂଘ ପକ୍ଷରୁ ଦାବୀ କରାଯାଇଆସୁଥିଲେ ହେଁ ଦାବୀ ପ୍ରତି ରାଜ୍ୟସରକାର କୌଣସି କର୍ଣ୍ଣପାତ କରୁନାହାଁନ୍ତି । ତେଣୁ ଆଗାମୀ ଦିନରେ ଏହାର ପ୍ରତିବାଦରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି ।
https://onakhabar.com/2020/02/02/delhi-election-2020-4/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking