୨ଟା ୩୦ ସୁଦ୍ଧା ରାଜ୍ୟର ୭ ସହରର ତାପମାତ୍ରା ୩୫ଡିଗ୍ରି ଉପରେ

ଭୁବନେଶ୍ବର: ଗତକାଲି ତୁଲନାରେ ଆଜି ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଶନିବାର ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ୩୮.୪ ରେଡର୍କ କରାଯାଇଛି। ଗତକାଲି ଅପରାହ୍ଣ ୨ଟା ୩୦ରେ ଏହି ସରରେ ପାରା ୩୯.୧ ଡିଗ୍ରି ସେଲସିୟସ ଥିଲା। ଗତକାଲି ଅପରାହ୍‌ଣ ୨ଟା ୩୦ରେ ରାଜ୍ୟର ୮ଟି ସହରର ତାପମାତ୍ରା ୩୫ଡିଗ୍ରି ଉପରେ ଥିବା ବେଳେ ଆଜି ତାହା ୭ଟି ସହରରେ ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା … Continue reading ୨ଟା ୩୦ ସୁଦ୍ଧା ରାଜ୍ୟର ୭ ସହରର ତାପମାତ୍ରା ୩୫ଡିଗ୍ରି ଉପରେ