27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶବିଶ୍ୱର ତାପମାତ୍ରା ବୃଦ୍ଧି ହେଲେ ଉତ୍ପାଦନ ହାର କମିବ

ବିଶ୍ୱର ତାପମାତ୍ରା ବୃଦ୍ଧି ହେଲେ ଉତ୍ପାଦନ ହାର କମିବ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ଭାରତର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇପାରେ । ଏମଜିଆଇ ଏହି ରିପୋର୍ଟ ପ୍ରକାଶ କରିଛି ।
ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତର ତାପମାତ୍ରା ଏଭଳି ସ୍ଥିତିରେ ପହଞ୍ଚିବ ଯେ ଲୋକମାନେ ଦିନରେ କାମ କରିବାର ସମୟ ହ୍ରାସ କରିବେ । ଯଦି ବିଶ୍ୱର ତାପମାତ୍ରା ଆହୁରି ବଢିବ ତାହେଲେ ଦେଶର ଉତ୍ପାଦନ ହାର କମିବ । ଏବଂ ଭାରତର ଅଭିବୃଦ୍ଧି ହାର ୨.୫% ରୁ ୪.୫% ରହିବ । ୨୦୧୭ ରିପୋର୍ଟ ଅନୁଯାୟୀ, ସ୍ୱଳ୍ପ ମିଆଦି ପାଇଁ, ଏୟାର କଣ୍ଡିସନ ନଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଭାରତ କୁଲିଂ ଆଶ୍ରୟସ୍ଥଳୀ ଉପରେ ଧ୍ୟାନ ଦେଇପାରେ । ଘର ବାହାରେ ଯେଉଁ ଶ୍ରମିକମାନେ କାମ କରିବେ ସେମାନଙ୍କର କାର୍ଯ୍ୟ ସମୟ ବଦଳିପାରେ । ତେବେ ସର୍ବାଧିକ ବିପଦ କ୍ଷେତ୍ରଗୁଡିକ ହେଉଛି କୃଷି, ଖଣି ଏବଂ ଖଣିଜ ପଦାର୍ଥ, ଏବଂ ଆତିଥ୍ୟ, ପରିବହନ ଏବଂ ଉତ୍ପାଦନ ସ୍ଥଳ ।
https://onakhabar.com/2020/03/09/nirbhaya-rape-case-petition-to-overturn-death-penalty/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking