ଅରବିନ୍ଦଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ

ପୁରୀ : ଅରବିନ୍ଦ ପାଢୀଙ୍କୁ ମିଳିଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ । ବର୍ତ୍ତମାନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅନୁପସ୍ଥିତିରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ୨୧ ଦିନ ଛୁଟୀରେ ଅଛନ୍ତି ବୀର ବିକ୍ରମ ଯାଦବ । ଫଳରେ ତାଙ୍କ ଅନୁପସ୍ଥିତିରେ ସେ ଏହି ଦାୟିତ୍ୱ ନିର୍ବାହ କରିବେ । ଦାୟିତ୍ୱ ଗ୍ରହଣ ପରେ ଡ଼. ପାଢୀ ମହାପ୍ରଭୁଙ୍କୁ ଦର୍ଶନ କରି ମନ୍ଦିର ରୀତିନୀତି ସଂପର୍କରେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି … Continue reading ଅରବିନ୍ଦଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ