40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଅରୁଣ ବୋଥ୍ରା ଏସଆଇଟି ମୁଖ୍ୟ

ଅରୁଣ ବୋଥ୍ରା ଏସଆଇଟି ମୁଖ୍ୟ

ଭୁବନେଶ୍ୱର: ପରୀ ମୃତ୍ୟୁ ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏସଆଇଟି ମୁଖ୍ୟ ଭାବରେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ଟିମରେ କ୍ରାଇମବ୍ରାଂଚ ଏସପି ଆର.କେ ଦୋରା ସାମିଲ ହୋଇଛନ୍ତି । ଟିମରେ ଏଏସପି ଆର.ସି.ଥମ୍ବ, ଇନସ୍ପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଂଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ବି ସାମିଲ ହୋଇଛନ୍ତି । ଏସଆଇଟି ଗଠନ ନେଇ ହାଇକୋର୍ଟଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ମଧ୍ୟ ଜଣାଇଛନ୍ତି । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ସ୍ୱତନ୍ତ୍ର ସଚିବ ଚିଠି ଲେଖିଛନ୍ତି । ତଦନ୍ତ ତତ୍ତାବଧାନ ପାଇଁ ଜଣେ ସିଟିଂ ଜଜଙ୍କୁ ଦାୟିତ୍ୱ ଦେବାକୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking