ବାଣ ବିସ୍ଫୋରଣ: ମାଆ-ଝିଅ ମୃତ; ଶାଶୂ ଚିକିତ୍ସାଧୀନ

କଟକ: ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ଗୁରୁବାର ସନ୍ଧ୍ୟାରେ ବାଣ ବିସ୍ଫୋରଣ ହୋଇଛି। ଯେଉଁଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଦୁଇ ଜଣ ସମ୍ପର୍କରେ ମାଆ ଓ ଝିଅ। ସେମାନେ ହେଲେ ସୁଧାଶୁଂବାଳା ନାୟକ(୩୭) ଓ ସ୍ଥିତିପ୍ରଜ୍ଞା ନାୟକ(୩)। ଗୁରୁତର ଆହତ ଜଣକ ହେଉଛନ୍ତି ସୁଧାଶୁଂବାଳାଙ୍କ ଶାଶୂ ପ୍ରଭାତୀ ନାୟକ। ଗୁରୁବାର ସନ୍ଧ୍ୟାରେ ଗୋବିନ୍ଦ ନାୟକଙ୍କ ଘରେ ହଠାତ ବାଣ ବିସ୍ଫୋରଣ ଘଟିଥିଲା। ବାଣ ବିସ୍ଫୋରଣ … Continue reading ବାଣ ବିସ୍ଫୋରଣ: ମାଆ-ଝିଅ ମୃତ; ଶାଶୂ ଚିକିତ୍ସାଧୀନ