27.8 C
Bhubaneswar
Friday, April 19, 2024
Homeଓଡିଶାକରଞ୍ଜିଆ ତହସିଲଦାର ଗିରଫ

କରଞ୍ଜିଆ ତହସିଲଦାର ଗିରଫ

ଭୁବନେଶ୍ୱର: କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ ଗିରଫ ହୋଇଥିବା ସୂଚନା । ଲାଂଚ ନେଇଥିବା ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଏନଏଚଏଆଇ ପକ୍ଷରୁ ଜମି ଅଧିଗ୍ରୟଣ ଚେକ୍ ଦେବାକୁ ଲାଂଚ ନେବା ଅଭିଯୋଗ । ୧୦ ଲକ୍ଷ ଓ ୨ ଲକ୍ଷର ଦୁଇଟି ବ୍ଲାକ ଚେକରେ ଲାଂଚ ନେଇ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । କାଲି ତହସିଲଦାରଙ୍କ ଘର ସମେତ ୪ଟି ସ୍ଥାନରେ ରେଡ୍ କରିଥିଲା ।

ଡିଜିଟାଲ ଲାଞ୍ଚ ନେଲେ ଫସିବେ: ଭିଜିଲାନ୍ସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking