26.7 C
Bhubaneswar
Friday, April 19, 2024
HomeUncategorizedଜେଲରୁ ମୁକୁଳିଲେ ଅର୍ଣ୍ଣବ

ଜେଲରୁ ମୁକୁଳିଲେ ଅର୍ଣ୍ଣବ

ମହାରାଷ୍ଟ୍ର: ଗତ ୮ଦିନର ଅପେକ୍ଷାଏଡ଼ିଟର ପରେ ଜେଲରୁ ମୁକୁଳିଲେ ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗେସ୍ୱାମୀ ।ହଜାର ହଜାର ପ୍ରଶଂସକ ଓ ସହକର୍ମୀଙ୍କ ସହ ଭାରତ ମାତାକି ଜୟ ଓ ବନ୍ଦେ ମାତରମର ନାରା ଦେଇ ଖୋଲା କାର ଯୋଗେ ନିଜ ଅଫିସକୁ ଯାଇଥିଲେ ।
ଗତକାଲି ସୁପ୍ରିମ୍ କୋଟରୁ ଅନ୍ତରୀଣ ଜାମିନ ପାଇବା ପରେ ଅର୍ଣ୍ଣବ ମୁମ୍ବାଇ ତଲେଜା ଜେଲରୁ ବାହାରି ଏହାକୁ ସତ୍ୟର ବିଜୟ ବୋଲି କହିଥିଲେ ଓ ମହାରାଷ୍ଟ୍ର ସରକାରଙ୍କ ହୀନ ଉଦ୍ୟମକୁ ନିନ୍ଦା କରିଥିଲେ ।ଏହାସହ ଖୋଲା ଡ଼ିବେଟ୍ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଅର୍ଣ୍ଣବ । ତେବେ ଅର୍ଣ୍ଣବଙ୍କୁ ତାଙ୍କ ସହକର୍ମୀ ମାନେ ସ୍ୱାଗତ କରିବା ସହ ସେ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking