37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଭାରତୀୟ ଯବାନଙ୍କୁ ଫେସବୁକ ଓ ଇନ୍‌ଷ୍ଟା ସମେତ ୮୯ଟି ଆପ୍ ଡିଲିଟ୍ କରିବାକୁ ନିର୍ଦ୍ଦେଶ

ଭାରତୀୟ ଯବାନଙ୍କୁ ଫେସବୁକ ଓ ଇନ୍‌ଷ୍ଟା ସମେତ ୮୯ଟି ଆପ୍ ଡିଲିଟ୍ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତୀୟ ସେନାର ଅଧିକାରୀ ଓ ଯବାନଙ୍କୁ ଫେସବୁକ ଓ ଇନ୍‌ଷ୍ଟା ଡ଼ିଲିଟ କରିବାକୁ ନିର୍ଦେଶ ଦିଆଯାଇଛି। ଏହା ସହ ୮୯ଟି ଆପ୍ ଡିଲିଟ୍ କରିବାକୁ ନିର୍ଦେଶ ଦିଆଯାଇଛି। ଖବର ମୁତାବକ, ଜୁଲାଇ ୧୫ ସୁଦ୍ଧା ଏହି ଆପଗୁଡିକୁ ମୋବାଇଲରୁ ହଟାଇବାକୁ ସମୟ ଦିଆଯାଇଛି। ଏହି ସବୁ ଆପଗୁଡିକ ସେନାର ତଥ୍ୟ ଚୋରାଉଥିବା ଅଭିଯୋଗ ହୋଇଛି। ଆପ୍ ଡିଲିଟ୍ ନ କରୁଥିବା ଯବାନଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନବ ହେବ ବୋଲି ସେନା ପକ୍ଷରୁ କୁହାଯାଇଛି। ପାକିସ୍ତାନ ଓ ଚାଇନାର ଗୁଇନ୍ଦା ବିଭାଗ ସଦସ୍ୟମାନେ ଅନଲାଇନ ଦ୍ୱାରା ଭାରତୀୟ ଯବାନଙ୍କୁ ଟାର୍ଗେଟ କରୁଛନ୍ତି। ଏହି ସଂଖ୍ୟାଗୁଡ଼ିକ କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଯବାନ ଓ ଅଧିକାରୀମାନଙ୍କୁ ଫେସବୁକ, ଇନଷ୍ଟ୍ରାଗ୍ରାମ, ଟିକଟକ, ଟ୍ରୁ କଲର ଭଳି ୮୯ଟି ଆପ ଡିଲିଟ କରିବାକୁ କୁହାଯାଇଛି।

ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ଦେବା ଅବଧି ବୃଦ୍ଧି ଦେଶର ଗରିବ ମାଆ ଓ ଭଉଣୀଙ୍କୁ ଲାଭ ଦେବ – ଧର୍ମେନ୍ଦ୍ର ପ୍ରଧାନ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking