31.1 C
Bhubaneswar
Friday, March 29, 2024
Homeଅପରାଧକାଲିମେଲାରୁ ଠାବ ହେଲା ବନ୍ଧୁକ ତିଆରି କାରଖାନା

କାଲିମେଲାରୁ ଠାବ ହେଲା ବନ୍ଧୁକ ତିଆରି କାରଖାନା

ମାଲକାନଗିରି :କାଲିମେଳା ରେ ଏକ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି। ମାଲକାନଗିରି ଜିଲ୍ଲାରେ ମାଓ ଶିବିର ଠାବ କରିଛନ୍ତି ଡିଭିଏଫ୍ ଓ ବିଏସଏଫ ଯବାନ।କାଲିମେଳା ଥାନା ଅନ୍ତର୍ଗତ କୁରୁବ ଓ ସୁଧାକୁଣ୍ଟା ଗାଁ ମଝି ଜଙ୍ଗଲରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ବେଳେ ଆଜି ଏସଓଜି ଓ ବିଏସଏଫବାହିନୀ ମିଳିତ ଭାବେ ଏହାକୁ ଜବତ କରିଥିଲେ ।

ଏନେଇ ଏ ଏସପି ସୂଚନା ଦେଇଛନ୍ତି।ତେବେ ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ଦେଖି ଏହା ଅନୁମାନ କରିହେବ ଯେ ଆଗାମୀ ଦିନରେ ନିଶ୍ଚିତ ଭାବରେ କୌଣସି ବଡଧରଣର ଆକ୍ରମଣ ହୋଇଥାନ୍ତା। ଏଥି ସହ ଉକ୍ତ ଅଂଚଳରେ ମାଓବାଦୀ ସକ୍ରିୟ ରହିଥିବା ମଧ୍ୟ ଜଣା ପଡିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking