ଫ୍ରାନ୍‌ସକୁ ପଛରେ ପକାଇ ଶୀର୍ଷରେ ଆର୍ଜେଣ୍ଟିନା

ନୂଆଦିଲ୍ଲୀ  : ବିଶ୍ବ ବିଜେତା ଆର୍ଜେଣ୍ଟିନା ଫିଫା ପୁରୁଷ ଫୁଟବଲ ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାରେ ଆର୍ଜେଣ୍ଟିନା ଫ୍ରାନ୍‌ସକୁ ପଛରେ ପକାଇ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଆର୍ଜେଣ୍ଟିନା ଫିଫା ବିଶ୍ବକପ-୨୦୨୬ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚରେ ୧-୦ ଗୋଲରେ ଇ​‌େ​‌କ୍ବଡର ଓ ୩-୦ ଗୋଲରେ ବଲିଭିଆକୁ ପରାସ୍ତ କରିବା ପରେ ୧୮୪୩.୭୩ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଶୀର୍ଷ ସ୍ଥାନରେ ରହିଥିବା ଫ୍ରାନ୍‌ସ ବନ୍ଧୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚରେ … Continue reading ଫ୍ରାନ୍‌ସକୁ ପଛରେ ପକାଇ ଶୀର୍ଷରେ ଆର୍ଜେଣ୍ଟିନା