ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି କି ? ଭୋଗିବେ ଏହି ସବୁ ସମସ୍ୟା

ନୂଆଦିଲ୍ଲୀ: ସ୍ମାର୍ଟଫୋନ ଜୀବନରେ ଏକ ଅଙ୍ଗ ସଦୃଶ ପାଲଟିଲାଣି । ପିଲାଠୁ ବୟସ୍କ ସମସ୍ତେ ସ୍ମାର୍ଟଫୋନ ନିଶାରେ ବିଭୋର । ବର୍ତ୍ତମାନ ସମୟରେ କୋମଳମତି ଶିଶୁଙ୍କ ସ୍ମାର୍ଟଫୋନ ନିଶା ସଭିଙ୍କୁ ଚିନ୍ତାରେ ପକାଇଛି । ତେବେ ସ୍ମାର୍ଟଫୋନ ହେଉ ଏବା ଟାବ୍ଲେଟରୁ ବିକିରଣ ହେଉଥିବା ନୀଳ ଆଲୋକକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଏହି ନୀଳ ଆଲୋକ ପ୍ରଭାବରେ ହର୍ମୋନ ସ୍ତର ପ୍ରଭାବିତ ହେବା ସହ ପ୍ରିମେଚର ପବର୍ଟି ଆଶଙ୍କା ବୃଦ୍ଧି ପାଇପାରେ । ନିକଟରେ ମୂଷା … Continue reading ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି କି ? ଭୋଗିବେ ଏହି ସବୁ ସମସ୍ୟା