ଖାଇସାରିବା ପରେ ଚାହା ପିଉଛନ୍ତି କି ?; ଜାଣନ୍ତୁ କ’ଣ ହୋଇପାରେ ପରିଣାମ

ବ୍ୟୁରୋ : ଅଧିକାଂଶ ଲୋକଙ୍କର ସକାଳ ଚାହା କପ୍‌ରୁ ଆରମ୍ଭ ହୋଇଥାଏ। ଚାହା ପି‍ଇବା ପରେ ସେମାନେ ବିଛଣା ଛାଡ଼ିଥାନ୍ତି। ଆଉ କେତେକ ଲୋକ ଟିଫିନ ଓ ବ୍ରେକଫାଷ୍ଟ କରିବା ପରେ ସଙ୍ଗେ ସଙ୍ଗେ ଚାହା ପିଇଥାନ୍ତି। କାହିଁକିନା ପେଟ ପୂରା ଖାଇବା ପରେ ଅଳସୁଆ ଲାଗିବା ସହ ଟିକେ ମଧ୍ୟ ନିଦ ଆସିଥାଏ। ଏଥିପାଇଁ ଟିଫିନ ଓ ବ୍ରେକଫାଷ୍ଟ କରିବା ପରେ ସଙ୍ଗେ ସଙ୍ଗେ ଚାହା ପିଇବାକୁ  କେତେକ ଲୋକ ପସନ୍ଦ କରିଥାନ୍ତି। ଯଦି ଏହି ଅଭ୍ୟାସ ଥାଏ, … Continue reading ଖାଇସାରିବା ପରେ ଚାହା ପିଉଛନ୍ତି କି ?; ଜାଣନ୍ତୁ କ’ଣ ହୋଇପାରେ ପରିଣାମ