ଇଡିରେ ଅର୍ଚ୍ଚନାଙ୍କ ବାପା

ଭୂବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ଆସିଛି ଏକ ବଡ ଖବର । ଏହି ମାମଲାରେ ଇଡି ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଅର୍ଚ୍ଚନାଙ୍କ ବିଜନେସ୍ ପାର୍ଟନର ଖଗେଶ୍ୱରଙ୍କୁ ଇଡି ଗିରଫ କରିଥିବାବେଳେ ବର୍ତ୍ତମାନ ଅର୍ଚ୍ଚନାଙ୍କ ବାପାଙ୍କୁ ଜେରା କରୁଛି ଇଡି । ଏନେଇ ସେ ଆଜି ଇଡି ଅଫିସରେ ହାଜର ହୋଇଛନ୍ତି । ତେବେ ଅର୍ଚ୍ଚନାଙ୍କ ବେନାମୀ ସମ୍ପତ୍ତି ନେଇ ଇଡି ଏହି ଖୋଳତାଡ … Continue reading ଇଡିରେ ଅର୍ଚ୍ଚନାଙ୍କ ବାପା