ଅର୍ଚ୍ଚନା ନାଗ ମାମଲା: କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର:  କୋର୍ଟରେ ହାଜର ହେଲେ ନାହିଁ ଶ୍ରଦ୍ଧାଞ୍ଜଳି । କୋର୍ଟରୁ ସମୟ ମାଗିଥିବା ସତ୍ତ୍ୱେ ହାଜର ହେଲେ ନାହିଁ ଶ୍ରଦ୍ଧାଞ୍ଜଳି । ଏଥିପାଇଁ ଭିସିରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗ ସ୍ୱାମୀ ଜଗବନ୍ଧୁ ଓ ଖଗେଶ୍ୱର । ଏନସିପିକୁ ଭାଙ୍ଗିବାକୁ ଷଡଯନ୍ତ୍ର କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ : ଶରଦ ପାଓ୍ବାର