ଅର୍ଚ୍ଚନା ନାଗ ମାମଲା: ସିଏଫଏସଏଲ ଗଲା ଅର୍ଚ୍ଚନାଙ୍କ ମୋବାଇଲ

ଭୁବନେଶ୍ୱର: ସେଣ୍ଟ୍ରାଲ ଫୋରେନସିକ ଲ୍ୟାବ ଗଲା ଅର୍ଚ୍ଚନା ନାଗର ମୋବାଇଲ । ଅର୍ଚ୍ଚନାଙ୍କ ୨ଟି ମୋବାଇଲ ଓ ସ୍ୱାମୀ ଜଗବନ୍ଧୁଙ୍କ କୋଟିଲ ଫୋନ୍ ସିଏଫଏସଲ ଗଲା । ଅର୍ଚ୍ଚନାଙ୍କ ଘରୁ ଜବତ ୩ ମୋବାଇଲ ସିଏଫଏସଏଲକୁ ଦେଲା ଖଣ୍ଡଗିରି ପୋଲିସ । ଏସଏଫଏସଲରୁ ତଥ୍ୟ ମିଳିନଥିବାରୁ ସିଏଫଏସଏଲକୁ ଦେବାକୁ ଆବେଦନ କରିଥିଲା ଇଡି । ଅର୍ଚ୍ଚନା ନାଗ ମାମଲା: କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି