ଅର୍ଚ୍ଚନା ମାମଲା : କେସ୍ ଡାଏରୀ ଦାଖଲ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ମାମଲାର କେସ୍ ଡାଏରୀ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । କେସ ଡାଏରୀ ଦାଖଲ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ନୟାପଲ୍‌ଲୀ ଥାନାରେ ରୁଜୁ ମାମଲାରେ ଗାମିନ ମାଗିଛନ୍ତି ଅର୍ଚ୍ଚନା । ସୌମ୍ୟ ମୃତ୍ୟୁ: ତଦନ୍ତ କରିବ କ୍ରାଇମବ୍ରାଞ୍ଚ