ଅର୍ଚ୍ଚନା ନାଗ ମାମଲା : ଘୁଞ୍ଚିଲା ଅର୍ଚ୍ଚନା ଜାମିନ ଶୁଣାଣି 

ଭୁବନେଶ୍ୱର:ହାଇକୋର୍ଟରେ ପୁଣି ଘୁଞ୍ଚିଲା ବହୁ ଚର୍ଚ୍ଚିତ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଜାମିନ ଆବେଦନ ମାମଲା । ପରବର୍ତ୍ତୀ ଶୁଣାଣି ବେଳେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ମେ ୨୬ ତାରିଖକୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ । ସୂଚନାଯୋଗ୍ୟ, ଅର୍ଚ୍ଚନାଙ୍କ ଜାମିନ ଆବେଦନ ତଳ କୋର୍ଟରେ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଜାନୁଆରି ୬ରେ ହାଇକୋର୍ଟ ମାମଲାର ଶୁଣାଣି କରି କେସ୍ ଡାଏରି … Continue reading ଅର୍ଚ୍ଚନା ନାଗ ମାମଲା : ଘୁଞ୍ଚିଲା ଅର୍ଚ୍ଚନା ଜାମିନ ଶୁଣାଣି