ଦିଲ୍ଲୀରେ ୪୨୫ରେ ପହଞ୍ଚିଲା ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁ ଅତ୍ୟନ୍ତ ବିଷାକ୍ତ ହୋଇଯାଇଛି। ମଙ୍ଗଳବାର ଦିନ ଏକ୍ୟୁଆଇ ୪୨୫ରେ ପହଞ୍ଚିଛି। ଏହା ଫଲରେ ବାୟୁ ଗୁଣବତ୍ତା ପରିଚାଳନା କମିଶନ ଗ୍ରାପ୍‌-୩ କାର୍ଯ୍ୟକାରୀ କରିଛନ୍ତି । ସୋମବାର ଦିନ ଏହି ସ୍ତର ୩୬୨ ଥିଲା। ବର୍ତ୍ତମାନ ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଏବଂ ନୋଏଡାରେ କଠୋର କଟକଣା ଜାରି କରାଯାଇଛି। ଦିଲ୍ଲୀ – ଏନସିଆର୍‌ରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହା ସହ ଡିଜେଲ ଚାଳିତ ଜେନେରେଟର, ପଥର କ୍ରଶର ଏବଂ … Continue reading ଦିଲ୍ଲୀରେ ୪୨୫ରେ ପହଞ୍ଚିଲା ବାୟୁ ଗୁଣବତ୍ତା