ଏପ୍ରିଲ ୧୪ ପଣା ସଂକ୍ରାନ୍ତି

ପୁରୀ: ପଣା ସଂକ୍ରାନ୍ତି କେବେ ପାଳନ ହେବ ତାକୁ ନେଇ ହଟିଲା ସଂଶୟ । ମହାବିଷୁବ ପଣା ସଂକ୍ରାନ୍ତି ଶେଷରେ ଆସନ୍ତା ଏପ୍ରିଲ ୧୪ ତାରିଖ ଦିନ ପାଳନ ହେବ । ଉକ୍ତ ଦିନ ପାଳନ ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ଅନ୍ୟ କିଛି ଗଣନାକାରୀ ୧୩ ତାରିଖ ସଂକ୍ରାନ୍ତି ନେଇ କହିଛନ୍ତି । ପ୍ରକାଶ ଯେ କେବେ ପଣା ସଂକ୍ରାନ୍ତି ପାଳନ ହେବ ତାହାକୁ ନେଇ ଗତ … Continue reading ଏପ୍ରିଲ ୧୪ ପଣା ସଂକ୍ରାନ୍ତି