ପଶ୍ଚିମବଙ୍ଗରେ ଆପ୍ ଏକା ଲଢିବ : ଭଗୱନ୍ତ ମାନ୍‌

କୋଲକାତା : ମିଳିତ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଡକଲ ଝଟକା । ଟିଏମ୍‌ସି ପରେ ପରେ ଝଟକା ଦେଲା ଆମ୍ ଆଦମୀ ପାର୍ଟି । ପଶ୍ଚିମବଙ୍ଗରେ ଆପ୍ ଏକା ଲଢିବା ନେଇ ଭଗୱନ୍ତ ମାନ୍‌ଙ୍କ ସୂଚନା । ପଶ୍ଚିମବଙ୍ଗରେ ଟିଏମ୍‌ସି ଏକା ଲଢିବ ବୋଲି ଆଜି କହିଥିଲେ ଦିଦି । ଇଣ୍ଡିଆ ମେଣ୍ଟକୁ ମମତା ଝଟକା