ଏଣିକି ସୁବିଧାରେ କିଣିହେବ ଆପାର୍ଟମେଣ୍ଟ

ଭୁବନେଶ୍ୱର: ଆପାର୍ଟମେଣ୍ଟ କିଣିଥିବା ଅନ୍ତେବାସୀଙ୍କ ପାଇଁ ଖୁସି ଖବର । ପୂର୍ବରୁ ପ୍ରଣୟନ କରାଯାଇଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨ ଏବଂ ଓଡ଼ିିଶା ଆପାର୍ଟମେଣ୍ଟ ମାଲିକାନା ନିୟମ-୧୯୯୨ ଆଉ ଲାଗୁ ହେବ ନାହିଁ । ଏହି ଦୁଇ ନିୟମ ପରିବର୍ତ୍ତେ ଏଣିକି ନୂଆ ନିୟମ ପ୍ରଣୟନ ହେବ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସିଥିବା ଏଭଳି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ତେଣୁ ଏଣିକି ଆପାର୍ଟମେଣ୍ଟ କିଣିବା ପାଇଁ ରହିବ … Continue reading ଏଣିକି ସୁବିଧାରେ କିଣିହେବ ଆପାର୍ଟମେଣ୍ଟ