30.1 C
Bhubaneswar
Wednesday, April 24, 2024
Homeଓଡିଶାସିବିଆଇ ତଦନ୍ତ ଦାବି କଲେ ଅପରାଜିତା

ସିବିଆଇ ତଦନ୍ତ ଦାବି କଲେ ଅପରାଜିତା

ଭୁବନେଶ୍ୱର: ମହାଲିଙ୍ଗ ମିଷ୍ଟ୍ରି ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ଅପରାଜିତା ଷଡଙ୍ଗୀ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ରାଜନୈତିକ ପ୍ରୋତ୍ସାହନରେ ହତ୍ୟାକାଣ୍ଡ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ ହେଲେ ମମିତାଙ୍କୁ ନ୍ୟାୟ ମିଳିବନି । ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସୁଛି । ମନ୍ତ୍ରୀ ବାରମ୍ବାର ସେହି ସ୍କୁଲକୁ ଯାଇଥିବା ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ ୨୦ ବର୍ଷ ହେଲା କହି ଆସୁଛନ୍ତି ଆଇନ ତା ବାଟରେ ଯିବ । କିନ୍ତୁ ପ୍ରଶ୍ନ ଉଠୁଛି ଆଇନକୁ ଚା ବାଟରେ ଯିବାକୁ ଦିଆଯିବ ତ । ତେଣୁ ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦେବା ଆବଶ୍ୟକ । ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking