31.1 C
Bhubaneswar
Tuesday, April 23, 2024
Homeଅପରାଧଅନୁପ ସାଏଙ୍କ ଡ୍ରାଇଭର ଅଟକ

ଅନୁପ ସାଏଙ୍କ ଡ୍ରାଇଭର ଅଟକ

ଝାରସୁଗୁଡ଼ା: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଲିସ୍ ଆରେଷ୍ଟ କରିଛି । ବର୍ଦ୍ଧନଙ୍କୁ ଗତକାଲି ରାତିରେ ପୁଲିସ୍ ଉଠାଇ ନେଇଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ତାଙ୍କୁ ପୁଲିସ୍ କୌଣସି ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି।
ଏହି ମାମଲାରେ ବିଧାୟକ ଅନୁପ ସାଏଙ୍କୁ  ଛତିଶଗଡ଼ର ରାଇଗଡ଼ ପୁଲିସ୍ ତାଙ୍କୁଗିରଫ କରିଥିଲା। ସେ ହିଁ ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ରାଇଗଡ଼ ଏସ୍‌ପି ସନ୍ତୋଷ ସିଂହ କହିଥିଲେ। ତା’ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେ ଏବେ ଜେଲ୍‌ରେ ଅଛନ୍ତି। ପଚରାଉଚରା ବେଳେ ଅନୁପ ଦୋଷ ସ୍ୱୀକାର କରିଥିବା ଏସ୍‌ପି କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking