ବିଷାକ୍ତ ମଦ ପିଇ ୩ ଯୁବକ ମୃତ

young man dead, forest depat worker attacked thinking that he is a hunter

ବନ୍ତଳା : ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବିଷାକ୍ତ ମଦ ପିଇ ତିନି ଜଣ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। । ଗତ ରବିବାର ରାତିରେ ଦୁଇଜଣ ମୃତ୍ୟୁବରଣ କରିଥିବାବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣକର ମୃତ୍ୟୁ ହୋଇଛି । ମୃତକମାନେ ହେଲେ କାଇରା ପଧାନ ( ୨୦ ବର୍ଷ), ଟୁକୁନା ପଧାନ ( ୩୦ବର୍ଷ) ଓ ଶଶିଭୂଷଣ ଦେହୁରୀ ( ୩୨ବର୍ଷ) । ଘଟଣା ବିଷୟରେ ଅଧିକ ସୂଚନା ହସ୍ତଗତ ହୋଇପାରି ନାହିଁ।

LEAVE A REPLY

Please enter your comment!
Please enter your name here