39.4 C
Bhubaneswar
Thursday, April 18, 2024
Homeଓଡିଶାକଣ୍ଟେନମେଣ୍ଟ୍ ଜୋନ ହେଲା ଅନୁଗୁଳ କୋର୍ଟ

କଣ୍ଟେନମେଣ୍ଟ୍ ଜୋନ ହେଲା ଅନୁଗୁଳ କୋର୍ଟ

ଅନୁଗୁଳ : ଅନୁଗୁଳ କୋର୍ଟ ହେଲା କଣ୍ଟେନମେଣ୍ଟ୍ ଜୋନ୍ । କୋର୍ଟର ୧୨ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜିଠାରୁ ୩୦ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନରେ ଅନୁଗୁଳ କୋର୍ଟ ରହିବ । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ପଜିଟିଭ୍ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦୈନିକ ୧୦ ହଜାରରୁ ଅଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଜିଲ୍ଲା ପ୍ରଶାସନ ତରଫରୁ ନିଜ ନିଜ ସ୍ତରରେ କଟକଣାକୁ କଡ଼ା କଡ଼ି କରାଯାଉଛି ।

ରାଜ୍ୟରେ ୧୦ ଉପରେ ସଂକ୍ରମିତଙ୍କ ସଂଖ୍ୟା, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking