ଏତଲା ପରେ ବର୍ଷାଙ୍କୁ ଟେଷ୍ଟ ପାଇଁ ଖୋଲା ଚ୍ୟାଲେଞ୍ଚ ଦେଇ ପୁଣି ଏକ ଭିଡିଓ ଜାରି କଲେ ଅନୁଭବ

କଟକ :  ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ସୋସିଆଲ୍ ମିଡିଆ ୱାର୍ ତେଜିବାରେ ଲାଗିଛି । ଅନୁଭବଙ୍କ ଭିଡିଓ ଆଉ ବର୍ଷାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ଥମିବାର ନାଁ ନେଉନି । ଏବେ ବର୍ଷାଙ୍କ ବିରୋଧରେ ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି । ଏହାପରେ ପାଲଟା … Continue reading ଏତଲା ପରେ ବର୍ଷାଙ୍କୁ ଟେଷ୍ଟ ପାଇଁ ଖୋଲା ଚ୍ୟାଲେଞ୍ଚ ଦେଇ ପୁଣି ଏକ ଭିଡିଓ ଜାରି କଲେ ଅନୁଭବ