27.8 C
Bhubaneswar
Thursday, April 18, 2024
Homeଓଡିଶାମଧ୍ୟସ୍ଥତା ଚାହୁଁନି କହିଲେ ଅନୁଭବ

ମଧ୍ୟସ୍ଥତା ଚାହୁଁନି କହିଲେ ଅନୁଭବ

କଟକ : ସାଂସଦ ଅନୁଭବ , ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା । ଫାମିଲି କୋର୍ଟରେ ଉଭୟ ବର୍ଷା ଓ ଅନୁଭବଙ୍କୁ ଶେଷ ହେଲା କାଉନସେଲିଂ । ମଧ୍ୟସ୍ଥତା ଚାହୁଁ ନାହାନ୍ତି ବୋଲି କୋର୍ଟକୁ ଜଣାଇଲେ ଅନୁଭବ । ମଧ୍ୟସ୍ଥତା ବନ୍ଦ କରି ଶୁଣାଣି ଆରମ୍ଭ କରିବାକୁ ଅନୁଭବଙ୍କ ଆବେଦନ । କୋର୍ଟ ଯାହା ନିଷ୍ପତି ନେବେ ସହ ଯୋଗ କରିବେ ବୋଲି ଜଣାଇଲେ ବର୍ଷା ।

କୋର୍ଟରେ ପହଞ୍ଚିଲେ ବର୍ଷା ଓ ଅନୁଭବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking