29.1 C
Bhubaneswar
Thursday, April 25, 2024
Homeଓଡିଶାଆସିଲେନି ବର୍ଷା: ଅନୁଭବ ନିରାଶ

ଆସିଲେନି ବର୍ଷା: ଅନୁଭବ ନିରାଶ

କଟକ: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ମଧ୍ୟସ୍ଥୀ କେନ୍ଦ୍ରକୁ ବର୍ଷା ଆସିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନୁଭବ । ବାରମ୍ବାର ନୋଟିସ ସତ୍ୱେ ବି ବର୍ଷା ଆସୁନଥିବା ଅନୁଭବ କହିଛନ୍ତି । କାଲି ଅନୁଭବ ଆସିଥିଲେ ହେଲେ ବର୍ଷା ଆସିନଥିଲେ । ଆଜି ବି ଅନୁଭବ ଆସିଥିବା ବେଳେ ବର୍ଷା ଆସିନାହାନ୍ତି । ଅନୁଭବ କହିଛନ୍ତି, ସୋସିଆଲ ମିଡିଆ ପାଇଁ ସମୟ ପାଉଛନ୍ତି, ହେଲେ କୋର୍ଟକୁ ଆସିବାକୁ ସମୟ ନାହିଁ । ଜାଣିଶୁଣି ମାମଲାକୁ ସାରିବାକୁ ସେ ଚାହୁଁନଥିବା ଅନୁଭବ କହିଛନ୍ତି । ଅନ୍ୟପଟେ ନଆସିବା ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking