ବାଲିଯାତ୍ରାରେ ଗୀତରେ ମତୁଆଲା କଲେ ଅନୁ ମଲ୍ଲିକ

କଟକ: ସରି ସରି ଆସୁଛି ବାଲିଯାତ୍ରା । ଆଉ ଲୋକଙ୍କ ମଧ୍ୟରେ ବଢୁଛି ବାଲିଯାତ୍ରା କ୍ରେଜ । ମୀନାବଜାର ସାଙ୍ଗକୁ ଖାଦ୍ୟ ଷ୍ଟଲର ଖୁବ ମଜା ନେଉଛନ୍ତି ଦର୍ଶକ । ଏଥିସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବଲିଉଡ ଏବଂ ଓଲିଉଡ କଣ୍ଠଶିଳ୍ପୀଙ୍କ ପ୍ରଦର୍ଶନ ଦର୍ଶକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି । ଗତକାଲି(ରବିବାର) ଥିଲା କଟକର ଐତିହାସିକ ବାଲିଯାତ୍ରାର ସପ୍ତମ ସନ୍ଧ୍ୟା । ରବିବାର ଥିବାରୁ ବାଲିଯାତ୍ରାରେ ରେକର୍ଡ ସଂଖ୍ୟକ ଭିଡ଼ ପରିଲକ୍ଷିତ ହୋଇଥିଲା । ବାଲିଯାତ୍ରାର ସପ୍ତମ ସଂନ୍ଧ୍ୟାକୁ … Continue reading ବାଲିଯାତ୍ରାରେ ଗୀତରେ ମତୁଆଲା କଲେ ଅନୁ ମଲ୍ଲିକ