କଲେକ୍ଟର ନେଲେ କୋଟିଏ ଲାଂଚ

ଭୁବନେଶ୍ୱର: ଯୁଗ୍ମ ଜିଲ୍ଲାପାଳଙ୍କ ନାଁରେ ୧ କୋଟି ଟଙ୍କା ଲାଂଚ ନେବା ଅଭିଯୋଗ ସାମ୍ନାକୁ ଆସିଛି । ତେଲେଙ୍ଗାନା ମେଡକ ଜିଲ୍ଲାର ଯୁଗ୍ମ କଲେକ୍ଟରଙ୍କୁ କୋଟିଏ ଲାଂଚ । ଲାଂଚ ବିଷୟ ଜଣାପଡିବା ପରେ ଯୁଗ୍ମ ଜିଲ୍ଲାପାଳଙ୍କ ଘରେ ରେଡ୍ ହୋଇଛି । ତେଲେଙ୍ଗାନା ଦୁର୍ନୀତି ନିବାରଣ ବ୍ୟୁରୋ ପକ୍ଷରୁ ରେଡ୍ କରାଯାଇଛି ।  ୧.୧୨ କୋଟି ଲାଂଚ ନେବାକୁ ଡିମାଣ୍ଡ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଆଣ୍ଟି କରପସନ ବ୍ୟୁରୋ ଏବେ ତାଙ୍କୁ ପଚରାଉଚୁରା କରୁଛି ।

LEAVE A REPLY

Please enter your comment!
Please enter your name here