ବଗଲା ମାମଲାରେ ଜବାବ ତଲବ

ପୁରୀ: ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲା ଶୁଣାଣି ଘୁଂଚିଲା । ଅଗଷ୍ଟ ୧ ତାରିଖକୁ ମାମଲାର ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ । ଆବେଦନକାରୀଙ୍କ ଆବେଦନ ଉପରେ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ନକଲି ପୋଲିସକୁ ଧରିଲା ଅସଲି ପୋଲିସ