39.1 C
Bhubaneswar
Wednesday, April 24, 2024
Homeଓଡିଶାରାଜ୍ୟରେ ଆଉ ଦୁଇ କରୋନା ପଜିଟିଭ୍ ଚିହ୍ନଟ, ଆଜି ଯାଜପୁରରେ ଚିହ୍ନଟ ହେଲେଣି ୭

ରାଜ୍ୟରେ ଆଉ ଦୁଇ କରୋନା ପଜିଟିଭ୍ ଚିହ୍ନଟ, ଆଜି ଯାଜପୁରରେ ଚିହ୍ନଟ ହେଲେଣି ୭

ଭୁବନେଶ୍ୱର : ରାଜ୍ୟରେ ଆଉ ଦୁଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେବଳ ଯାଜପୁରରରେ ଆଜି ବାହାରିଲେଣି ୭ଜଣ । ଆକ୍ରାନ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ଦୁଇଜଣ ପୁରୁଷ ବୋଲି ଜଣାପଡ଼ିଛି । ଏମାନଙ୍କ ବୟସ ୪୮ବର୍ଷ ଓ ଅନ୍ୟ ଜଣଙ୍କ ବୟସ ୫୫ । ଏମାନେ ବରୀ ବ୍ଲକ୍‌ର ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ସ୍ୱାଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ଛୁଇଁଛି । ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତ ୧୫୬କୁ ବୃଦ୍ଧି ପାଇଛି । ଆଜି ସକାଳେ ଯାଜପୁର ଜିଲ୍ଲାରେ ୫ଜଣ କରୋନା ରେଗୀ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ଯାଜପୁର ସଦରରୁ ୩ଜଣ, ବରୀ ବ୍ଲକ୍‌ରୁ ଜଣେ , ବିଞ୍ଝାରପୁର ବ୍ଲକ୍‌ରୁ ଜଣେ ।
https://onakhabar.com/2020/05/02/another-5-positive-case-from-jajapur/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking