ପୁଣି ରେଳ ଦୁର୍ଘଟଣା: ଚାର୍‌ମିନାର ଏକ୍ସପ୍ରେସ ଲାଇନଚ୍ୟୁତ

ହାଇଦରାବାଦ: ଗତ କିଛି ମାସ ହେବ ଲଗାତର ଭାବେ ହେଉଥିବା ରେଳ ଦୁର୍ଘଟଣା ଭାରତୀୟ ରେଳବାଇର ଚିନ୍ତା ବଢାଇ ଦେଇଛି। ରେଳ ଦୁର୍ଘଟଣାକୁ ରୋକିବା ପାଇଁ କିଛି ଦିନ ପୂର୍ବରୁ ରେଳବାଇ ପକ୍ଷରୁ କବଚ ସୁରକ୍ଷା ବ୍ୟବସ୍ଥା ପରୀକ୍ଷଣ କରାଯାଇଥିଲା। ଇତି ମଧ୍ୟରେ ପୁଣି ବୁଧବାର ସକାଳ ୯ ଟାରେ ତେଲଙ୍ଗାନାର ନାମପଲ୍ଲୀ ରେଳ ଷ୍ଟେସନରେ ଚାର୍‌ମିନାର ଏକ୍ସପ୍ରେସର ତିନୋଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ … Continue reading ପୁଣି ରେଳ ଦୁର୍ଘଟଣା: ଚାର୍‌ମିନାର ଏକ୍ସପ୍ରେସ ଲାଇନଚ୍ୟୁତ