ଯୌତୁକ ଜୁଇରେ ଜଳିଲା ଆଉ ଜଣେ ନବବଧୂ

ମାଲକାନଗିରି : ୬ ମାସର ନବବଧୂକୁ ଶଶୁର ଘରଲୋକ ତଣ୍ଟିିଚିପି ହତ୍ୟା କରିଥିବା ଅଭିଯୋଗ । ମାଲକାନଗିରି ଜିଲ୍ଲା ପାପଡାହାଣ୍ଡି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଏନେଇ ଝିଅ ଘର ଲୋକ ଥାନାରେ ଅଭିଯୋଗ କରିବା ପରେ ଶଶୁର ଘରଲୋକ ଫେରାର ଅଛନ୍ତି। ମାଲକାନଗିରି ଜିଲ୍ଲା ସଦରର ଗୀତା ସେଠି ଗତ ଜୁଲାଇ ମାସରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମର ସୁଦାମ ସେଠିଙ୍କୁ ବାହା ହୋଇଥିଲେ । ହେଲେ ବିବାହର ୬ ମାସ ମଧ୍ୟରେ ଶଶୁର … Continue reading ଯୌତୁକ ଜୁଇରେ ଜଳିଲା ଆଉ ଜଣେ ନବବଧୂ